Year: 2023

କୁକୁଡ଼ା ଫାର୍ମ ମଳରୁ ବିଷମୟ ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ

ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତ୍ତା କଳାହାଣ୍ଡି, ତା୨୨.୦୩.୨୦୨୩  କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ବୁଢିଦର ରାଜସ୍ବ ସର୍କଲ ଅଧିନସ୍ଥ ବାଙ୍କପଳାଶ ମୌଜାରେ ଥିବା...