Month: December 2023

ସରକାର କା ମାଲ, ଦରିଆ ମେ ଡାଲ, ଚିଙ୍ଗୁଡ଼ିସର- ଆଟି  ଗାଁ ରାସ୍ତା ମରାମତି ରେ ଜାଲିଆତି, ମରାମତି ନ ସରୁଣୁ ଉଠିଯାଉଛି ପିଚୁ

ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତ୍ତା କଳାହାଣ୍ଡି ,23/12/23:ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ମାନଙ୍କ ଲାଭଖୋର ମନୋବୃତି...