Month: September 2023

ଶିଶୁଉପନ୍ୟାସ ‘କୁନିବଣି’ ଓ ‘ମୁଁବି ଆମ୍ବେଦକର’ ଉନ୍ମୋଚିତ

ଓଡିଶା ବାର୍ତ୍ତା ଭୁବନେଶ୍ୱର, ୧୦.୦୯.୨୦୨୩: ସ୍ଥାନୀୟ ଲୋହିଆ ଏକାଡ଼େମୀ ସଭାଗୃହରେ ଡ଼ ନରେନ୍ଦ୍ର ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଓଡ଼ିଆ ଶିଶୁ ଉପନ୍ୟାସ ‘କୁନିବଣି’ ଓ କନ୍ନଡ଼ରୁ ଅନୁବାଦିତ...