Month: May 2023

ଯୁବତୀଙ୍କ ଆତ୍ମହତ୍ୟା, ପ୍ରେମଜନିତ କାରଣ ସନ୍ଦେହ, ଯୁବକ ଥାନାରେ ଅଟକ।

ସିପ୍ରା ପଟନାୟକ,ଓଡିଶାବାର୍ତ୍ତା ଖଲ୍ଲିକୋଟ(ସପ୍ର),ତାରିଖ ୨୨/୦୫-ସୋମବାର ଦିନ ଅପରାହ୍ନରେ ଖଲ୍ଲିକୋଟ ସହର ଅନ୍ତର୍ଗତ କରଣସାହି ସ୍ଥିତ ଏକ ତିନି ମହଲା ଘରୁ ଜଣେ ଅବିବାହିତ ଯୁବତୀଙ୍କ ମୃତ ଦେହ...