Month: April 2023

ସୀମାନ୍ତରେ ଆଦିବାସୀଙ୍କୁ ପ୍ରତାରଣା : ୨୫ ବର୍ଷ ଧରି ହଜାର ହଜାର ଏକର ଜମି ଆନ୍ଧ୍ର ଡାକ୍ତରଙ୍କ ହାତରେ  ଏକରକୁ ବାର୍ଷିକ ମିଳୁଛି ମାତ୍ର ୪ହଜାର ରୁ ୬ହଜାର ଟଙ୍କା

Badal Tah,Odishabarta ରାୟଗଡା-ଗୁଣପୁର ଉପଖଣ୍ଡ ସୀମାନ୍ତରେ ଆଦିବାସୀଙ୍କୁ ପ୍ରତାରଣା । ପୂର୍ବପୁରୁଷ ଛାଡିଯାଇଥିବା ହଜାର ହଜାର ଏକର ଜମି ଏବେ ପଡୋଶୀ ଆନ୍ଧ୍ରପ୍ରଦେଶର ଜଣେ ଡାକ୍ତରଙ୍କ ହାତରେ...