Month: February 2023

ଯୁବ ସଙ୍ଗଠନ ଓ.ଏସ୍.ୱାଇ.ସି. ର ସାଧାରଣ ସଭା ଅନୁଷ୍ଠିତ:

ଓଡିଶା ବାର୍ତ୍ତା ବ୍ରହ୍ମପୁର :,26/02/23:ବ୍ରହ୍ମପୁର ସହର ଉପକଣ୍ଠ ତଥା ହଳଦିଆପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓଁବିହାର-ଶକ୍ତିନଗର ଅଞ୍ଚଳର ବିଭିନ୍ନ ସାହି ଓ ଗଳି ରେ ବସବାସ କରୁଥିବା...