ସାମ୍ବାଦିକକୁ ରାଜସ୍ୱ ନିରୀକ୍ଷୀକାଙ୍କର ଦୁର୍ବ୍ୟବହାର ପ୍ରସଙ୍ଗ;ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ
ସଞ୍ଜୟ କୁମାର ପାଣିଗ୍ରାହୀ, ଓଡ଼ିଶା ବାର୍ତ୍ତା ବାଲିଗୁଡ଼ା,୧୪/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ତହସିଲ ପିକରଡି ର ରାଜସ୍ବ ନିରୀକ୍ଷୀକା କ୍ଷମତା...
