Year: 2021

ସୁନ୍ଦରଗଡ଼ ପରେ ଏବେ ରାଉରକେଲାରେ ସ୍ଥାପନ ହେବ ସ୍ପିରୁଲିନା ଚିକି ପ୍ରସ୍ତୁତି ୟୁନିଟ୍, ଏସଏଚଜି ମହିଳା କରିବେ ପରିଚାଳନା

ଓଡ଼ିଶା ବାର୍ତ୍ତା ସୁନ୍ଦରଗଡ଼/ରାଉରକେଲା, ୮ ଅକ୍ଟୋବର ୨୦୨୧: ସୁନ୍ଦରଗଡ଼ ପରେ ଏବେ ପାନପୋଷ ଉପଖଣ୍ଡରେ ସ୍ଥାପନ ହେବାକୁ ଯାଉଛି ସ୍ପିରୁଲିନା ଚିକି ପ୍ରସ୍ତୁତି ୟୁନିଟ୍। ଏଥିପାଇଁ ଶୁକ୍ରବାର...