Year: 2021

କଳାହାଣ୍ଡିର ମମିତା ମିଷ୍ଟ୍ରୀ, ଅଭିଯୁକ୍ତ ଗୋବିନ୍ଦର ସହେଯାଗୀ ଡ୍ରାଇଭର ଗିରଫ, ଜେସିବି ଡ୍ରାଇଭର ଓ ଷ୍ଟାଡିୟମ ମୁନସି ହେଲେ ରାଜସାକ୍ଷୀ

Dushmanta Panda,Odishabarta କଳାହାଣ୍ଡି,ତା.୨୧.୧୦.୨୦୨୧: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ବହୁ ଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଗୁମର ଖୋଲିବାରେ ଲାଗିଛି ।...