ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଜୁନାଗଡ ନିର୍ବାଚନ ମଣ୍ଡଳୀ ଗସ୍ତ, ମହିଳା ମାନଙ୍କ ଦ୍ୱାରା ବିପୁଳ ସମ୍ବର୍ଦ୍ଧନା
ଦୁଷ୍ମନ୍ତ ପଣ୍ଡା, ଓଡ଼ିଶା ବାର୍ତ୍ତା କଳାହାଣ୍ଡି, ତା.୩୧.୧୦.୨୦୨୧ କଳାହାଣ୍ଡିର ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣାରେ ଜୁନାଗଡ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବିରୋଧ ବିକ୍ଷୋଭ...
