Month: October 2021

ଦୁର୍ଘଟଣା ଆହତ ଓ ଦୁଇ ନିରାଶ୍ରୟଙ୍କୁ ସେବା ପ୍ରଦାନ କଲା ଟିମ କ୍ଲିନ ସିଟି।

ଓଡ଼ିଶା ବାର୍ତ୍ତା ବ୍ରହ୍ମପୁର/୨୪-୧୦-୨୧: ସାପ୍ତାହିକ ସେବା କାର୍ଯ୍ୟ ସମ୍ପାଦନ କରିବାକୁ ଯାଇ ଆଜି ଟିମ କ୍ଲିନ ସିଟି ପକ୍ଷରୁ ଅନେକ କାର୍ଯ୍ୟ ହାତକୁ ନିଆଯାଇଛି। ଗତ ରାତିରେ...