Month: May 2021

ବିବାହ ଭୋଜିରେ ପ୍ରଶାସନର ଚଢାଉ, ୮୦୦୦ ଟଙ୍କା ଜରିମାନା

ଜୟକୃଷ୍ଣ ମାଝୀ, ଓଡିଶା ବାର୍ତ୍ତା କୋଦଳା-ମହାମାରୀ କୋରୋନା ସଂକ୍ରମଣ ନେଇ ବିବାହ ଭୋଜି ଉପରେ ସରକାରଙ୍କ କଟକଣା ଜାରି କରାଯାଇଥିବା ବେଳେ ଶୁକ୍ରବାର ଦିନ ବେଗୁନିଆପଡା ପଞ୍ଚାୟତ...