Month: May 2021

ବାଲିଗୁଡା:ଜେସିବିରେ ଚାଲିଛି ପୋଖରୀ ଖନନ:ଶ୍ରମିକ ନିରାଶ :ତଦନ୍ତ ଦାବୀ

ସଞ୍ଜୟ କୁମାର ପାଣିଗ୍ରାହୀ, ବାଲିଗୁଡା,୧୧/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା  ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକରେ ଜଳଛାୟା ପ୍ରକଳ୍ପ ଦ୍ବାରା ଚାଲିଛି ପୋଖରୀ ଖନନ। ଏମଜିଏନଆରଜିଏସ...