Month: January 2021

ଗୋଷ୍ଠି ସାଧନା କେନ୍ଦ୍ର ଉଦ୍ଘାଟନ କଲେ କବିସୂର୍ଯ୍ୟନଗର ବିଧାୟିକା

ଜୟକୃଷ୍ଣ ମାଝୀ,ବ୍ୟୁରୋ ଗଞ୍ଜାମ (କୋଦଳା):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ଅନ୍ତର୍ଗତ କେ.ବରିଡା ପଂଚାୟତର କେ.ନିମିନା ଗ୍ରାମଠାରେ ଶୁକ୍ରବାର ଦିନ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ନବ...