Year: 2020

କୋଭିଡ୍ ଟୀକାକରଣ ପ୍ରକ୍ରିୟା ସକାଶେ ଜିଲ୍ଲା ସ୍ତରୀୟ ବୈଠକ

Odishabarta ଛତ୍ରପୁର ତା.୦୨.୧୧.୨୦୨୦: କୋଭିଡ୍ - ୧୯ ମହାମାରୀ ସମଗ୍ର ବିଶ୍ବରେ ଜୀବନ ଏବଂ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇଛି  । ବିକାଶର ବିଭିନ୍ନ ପର୍ଯ୍ୟାୟରେ...