Year: 2020

ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତରେ ବେଗୁନିଆପଡା ପଂଚାୟତ ସମିତି ବୈଠକ

Jayakrushna Majhi,Odishabarta ଗଂଜାମ ,(ବେଗୁନିଆପଡା ):କରୋନା କଟକଣା ଦୃଷ୍ଟିରୁ ଦିର୍ଘ୍ୟ ଦିନର ବିରତି ପରେ ରବିବାର ଦିନ ଗଂଜାମ ଜିଲ୍ଲା ବେଗୁନିଆପଡା ପଂଚାୟତ ସମିତି ବୈଠକ ଅନୁଷ୍ଠିତ...