Month: April 2020

ଭୋକିଲା ମୁହଁ ରେ ଆହାର ଯୋଗାଉଛି ସରୋଜିନୀ ସ୍ମୃତି ସଂସଦ

ଯାଜପୁର:ଏ,ରାଉତ)ଲକଡାଉନସମୟରେଅସହାୟମାନଙ୍କୁସହଯୋଗକରିବାକୁଆଗେଇଆସିଛିସରୋଜିନୀସ୍ମୃତିସଂସଦ।ସଂଗଠନରସଂପାଦକଚିତରଂଜନମହାନ୍ତିଙ୍କତତ୍ୱାବଧାନରେଚାଲିଛିଶୁଖିଲାଖାଦ୍ୟବଂଟନପକ୍ରୀୟା।ଆଜିଧର୍ମଶାଳାହାଟରେରହୁଥିବାବଂଜାରାପରିବାରଙ୍କୁଶୁଖିଲାଖାଦ୍ୟପ୍ରଦାନକରିଛିସଂସଦ।ସେହିପରିଚୋରମୁହାଁକ୍ଲବଠାରେରହିଥିବାଝାଡଖଣ୍ଡଅଂଚଳରଶ୍ରମିକମାନଙ୍କନିକଟରେପହଂଚିସେମାନଙ୍କଦୁଃଖବୁଝିଛି।ଏହିକାର୍ଯ୍ୟକ୍ରମରେସିଦ୍ଧାର୍ଥସ୍ୱୟଂଦୀପ୍ତମହାନ୍ତି, ପଂଚାୟତବିଜେଡିସଭାପତିମୁନାଖାଁ, ଛାତ୍ରନେତାଜଗଦାନନ୍ଦରାଉତ, ବଡବଜାରବ୍ୟବସାୟୀସଂଘସଭାପତିଅମରେନ୍ଦ୍ରରାଉତଓପୀତବାସସାହୁସାମିଲହୋଇଥିଲେ।