13 ତମମହାନଗର ମହୋତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନକଲେ ବିଧାୟକକେ. ଅନିଲକୁମାର.
ଓଡିଶା ବାର୍ତ୍ତା

ବ୍ରହ୍ମପୁର: ଶୁକ୍ରବାରସନ୍ଧ୍ୟାରେମହାନଗରସାଂସ୍କୃତିକପରିଷଦଦ୍ୱାରାଆୟୋଜିତ13ତମବ୍ରହ୍ମପୁରମହାନଗରମହୋତ୍ସବ ଅନୁଷ୍ଠାନିକଭାବେଉଦଘାଟିତ. ବ୍ରହ୍ମପୁରବିଧାୟକକେ. ଅନିଲକୁମାରମୁଖ୍ୟଅତିଥିଭାବେଯୋଗଦେଇମହାପ୍ରଭୁଶ୍ରୀଜଗନ୍ନାଥଙ୍କନିକଟରେପ୍ରଦୀପପ୍ରଜ୍ବଳନକରିମହୋତ୍ସଵକୁଉଦଘାଟନକରିଥିଲେ.ଏହିଅବସରରେକମିଟିସଭାପତିଗୋପାଳପଟ୍ଟନାୟକ. ଆବାହକଇଂଉମାଶଙ୍କରପାଣିଗ୍ରାହୀ, ସମ୍ପାଦକନାରାୟଣମହାଙ୍କୁଡ, ଉପସଭାପତିଅନିଲକୁମାରପାତ୍ର, ମିହିରତ୍ରିପାଠୀଏବଂରାମପ୍ରସାଦସାମଲ, ସହସମ୍ପାଦକଶିବନାରାୟଣପଣ୍ଡା, ଗୌରୀଶଙ୍କରମିଶ୍ର, ସାଂସ୍କୃତିକସଂଯୋଜକକାର୍ତ୍ତିକ, ପାଣିଗ୍ରାହୀ,ଆଇନପରାମର୍ଶଦାତାଅରୁଣସ୍ୱାଇଁ,ସାଂସ୍କୃତିକସମ୍ପାଦକସୁଦିପସାହୁ, ମିଡ଼ିଆସଂଯୋଜକମୃତ୍ୟୁଞ୍ଜୟସାହୁ, ଅଭିରାମପାତ୍ର, ସୁଦର୍ଶନପରିଡା, ରୁଦ୍ରନାରାୟଣନାୟକ, ବରିଷ୍ଠସାମ୍ବାଦିକକ୍ଷୀରସିନ୍ଧୁମହାନ୍ତି, ଗୋକୁଳତ୍ରିପାଠୀ, ସାଂସଦପ୍ରତିନିଧିବାଳକୃଷ୍ଣସାମନ୍ତରା, ପ୍ରମୁଖମଂଚାସୀନଥିଲେ.
ମହୋତ୍ସବରଦ୍ଵିତୀୟସନ୍ଧ୍ୟାରେଓଡ୍ରସାହିତ୍ୟସଂସଦଅଂଚଳର30ଜଣକବିଓକାବ୍ୟୟତ୍ରୀସେମାନଙ୍କସ୍ୱରଚିତକବିତାପାଠକରିଥିଲେ. କବିତାଆସରଶେଷରେସମସ୍ତକବିଓକାବ୍ୟୟତ୍ରୀଙ୍କୁମାନପତ୍ରଓଉପଢୌକନରେସମ୍ବର୍ଦ୍ଧିତକରାଯାଇଥିଲା.ପରେମଞ୍ଚରେଆୟୋଜିତହୋଇଥିଲାସାଂସ୍କୃତିକସନ୍ଧ୍ୟା. ସମୁଦାୟ17ଟିଦଳନିଜନିଜକଳାପ୍ରଦର୍ଶନକରିଥିଲେ. ମହୋତ୍ସବରଦ୍ଵିତୀୟସନ୍ଧ୍ୟାରେକେଳୁଚରଣକଳାତୀର୍ଥରକଳାକାରମାନେଓଡିଶୀନୃତ୍ୟପରିବେଷଣକରିଥିଲେ. ପରେପରେପ୍ରେସିଅସମୁମମେଣ୍ଟପ୍ରିସ୍କୂଲରକଳାକାର,ନୃତ୍ୟପ୍ରିୟାନୃତ୍ୟୟନ,ପଲ୍ଲବୀକଳାଏକାଡେମୀ,ଡିଡିଏସଡ୍ୟାନ୍ସସ୍ଟୁଡ଼ିଓରମହିଳାଡ୍ୟାନ୍ସଟ୍ରୁପ,ଅର୍ଣ୍ଣବଡ୍ୟାନ୍ସସ୍ଟୁଡ଼ିଓ,ଅମ୍ବପୁଆସେଣ୍ଟଜାଭିଅରହାଇସ୍କୁଲ,ପ୍ରଶଂସାକ୍ଷୀ,ଅଙ୍କୁଲିସରସ୍ବତୀଶିଶୁବିଦ୍ୟାମନ୍ଦିର, କଳିଙ୍ଗନୃତ୍ୟଧାରା,ଶ୍ରୀକଳାଶ୍ୱରରଣପା,ଷ୍ଟେପଅପଡ୍ୟାନ୍ସଗ୍ରୁପ,ଡିସ୍କୋଏବଂଫଙ୍କସ୍ଟୁଡ଼ିଓ,ଗୁଣୁପୁରରନୃତ୍ୟଶ୍ରୀକଳାକେନ୍ଦ୍ର,ଟ୍ୱିଙ୍କଲଫେସନଶୋରକଳାକାରମାନେନିଜନିଜକଳାପ୍ରଦର୍ଶନକରିଥିଲେ. ଏହାସହିତଓଡିଶାରାଜ୍ୟସାଂସ୍କୃତିବିଭାଗରଶ୍ରୀଚୈତନ୍ୟମାଧୁରୀସାଂସ୍କୃତିକକଳାପରିଷଦ, ଆରଡ଼, ନୟାଗଡ଼ରକଳାକାରମାନେଘଣ୍ଟମୃଦଙ୍ଗକଳାପରିବେଷଣକରିଥିଲେ.ଏହିଅବସରରେସମସ୍ତକଳାକାରଙ୍କୁପୁରସ୍କୃତକରିଥିଲେବିଧାୟକକେ. ଅନିଲକୁମାର. ଏହିଅବସରରେସାଂସଦଙ୍କପ୍ରତିନିଧିବାଳକୃଷ୍ଣସାମନ୍ତରା,ଶିକ୍ଷ୍ୟନୁଷ୍ଠାନନାଳନ୍ଦାଶ୍ରୀରଅଧ୍ୟକ୍ଷକ୍ଷ୍ୟନୁଷ୍ଠାନ ନାଳନ୍ଦାଶ୍ରୀ ର ଅଧ୍ୟକ୍ଷ କାଳୀ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ଉଦଘାଟନୀ ଉତ୍ସବର ଦ୍ଵିତୀୟ ରାଜନୀର କାର୍ଯକ୍ରମକୁ ସଂଯୋଜନା କରିଥିଲେ କାର୍ତ୍ତିକ ପାଣିଗ୍ରାହୀ. ମଞ୍ଚ ପରିଚାଳନା କରିଥିଲେ ସାଗରୀକା ଆଚାର୍ଯ୍ୟ ଓ କେ. ଶିବ କୁମାର.
