ବିଦ୍ୟୁତ୍ ବକେୟା ଆଦାୟ କରୁଥିବା ଏସ୍.ଏ.ଜି ମହିଳା ଙ୍କ ଦବଙ୍ଗ ଗିରି; ବି.ଡି.ଓ ଙ୍କ ପାଖରେ ଫେରାଦ୍ ହେଲେ ଗ୍ରାମବାସୀ

bdo

Jayakrushna Majhi,Odishabarta

ବେଗୁନିଆପଡା : ରାଜ୍ୟ ସରକାରଙ୍କ ନିୟମ ହେତୁ ସ୍ବୟଂ ସହାୟକ ଗୋଷ୍ଠିର ମହିଳା ମାନେ ବିଦ୍ୟୁତ୍ ବିଲ୍ବକେୟା ଆଦାୟ କରିବା ପାଈଁ ନିଯୁକ୍ତି ହେଇଥିବା ବେଳେ ବେଗୁନିଆପଡା ରେ  ବନିତା ପାଣୀଗ୍ରାହୀ  ନାମକ ଜଣେ ମହିଳା  ବିଦ୍ୟୁତ୍ଉପଭୋକ୍ତାଙ୍କୁ ବିଭିନ୍ନ ସମୟରେ ବନିତା  ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହ ଧମକ ଦେବାସହ ନିଜକୁ ସାଉଥକୋ ଯନ୍ତ୍ରୀ କହିମୋ ପାଖରେ ସବୁ ଅଫିସର ଅଛନ୍ତି”(?) କହୁଥିବା ବେଳେ କିଛି ବିଦ୍ୟୁତ୍ଉପଭୋକ୍ତାଙ୍କ ମିଟର ଠିକ୍ ଥିବା ମିଟରକୁ ଭୁଲ୍ ଦର୍ଶାଈ ପାଞ୍ଚହଜାର ରୁ ପଚାଶ ହଜାର ପର୍ଯ୍ୟନ୍ତ ବେଆଇନ୍ ଭାବରେ ଜରିମାନା ଆଦାୟ କରାଯାଉଛି ଏହିପରି ବିଭିନ୍ନ ବେଆଇନ୍ କାର୍ଯ୍ୟକ୍ରମ ଏହି ମହିଳା ଜଣ ସହ ବେଗୁନିଆପଡା ସାଉଥକେ ଯନ୍ତ୍ରୀ ଏସ.ଡି.ଓ ମିସି ମୋଟା ଅଙ୍କର ଅର୍ଥ ଉପାଯନ କରୁଥିବା ବିଭିନ୍ନ ମହଲରେ ଚର୍ଚ୍ଚାହେଉଛି ବିଦ୍ୟୁତ୍‌  ବକେୟା ଆଦାୟ କରିବାପାଇଁ ବନିତା ତାଙ୍କ ଭାଇ ମିସି ରାତ୍ର ୧୦ ଘଣ୍ଟା ସମୟ  ପର୍ଯ୍ୟନ୍ତ ଆଦାୟ କରୁଥିବା ବେଳେ ଗ୍ରାହକମାନଙ୍କ ଠାରୁ ଜବରଦସ୍ତ ଆଦାୟ କରିବାରୁ କିଛି ଗ୍ରାହାକ ରାତ୍ର ସମୟରେ ବକେୟା ପୈଠ ମନାକରିବାରୁ ସେମାନଙ୍କୁ ଅଶ୍ଳୀଳ ଭାଷା ରେ ଗାଳିକରୁଥିବା ଅଭିଯୋଗ ହେଉଛି (?) ଏପରି କାଯ୍ୟାକଳାପକୁ ବେଗୁନିଆପଡା ବିଦ୍ୟୁତ୍ଉପଭୋକ୍ତା ଅସନ୍ତୋଷ ପ୍ରକାଶ କରିଛନ୍ତିା